ଅସ୍ତରଙ୍ଗ, (ଏ.ପି.ନିୟୁଜ) କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘ ଓ କଳିଙ୍ଗ ପେସାଦାର ସାମ୍ବାଦିକ ସଂଘ ର ମିଳିତ ଆନୁକୂଲ୍ୟରେ ରବିବାର ଦିନ ଫୁଲବାଣୀ ସ୍ଥିତ ଗାନ୍ଧୀ ସ୍ମୃତି ଭବନ ଠାରେ ଆୟୋଜିତ ସାମ୍ବାଦିକ ସମାବେଶରେମାନଙ୍କ ଦୈନିକ “ସମୟ ‘”ର ଅସ୍ତରଙ୍ଗ ପ୍ରତିନିଧି ଦୁଃଶାସହ ନାୟକ ଙ୍କୁ ସମ୍ବର୍ଦ୍ଧିତ କରା ଯାଇ ଥିଲା l କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘ ର ସଭାପତି ଅରୂପ ଜେନା ଙ୍କ ଅଧକ୍ଷତାରେ ଆୟୋଜିତ ଏହି ସମାବେଶ ରେ କନ୍ଧମାଳ ବିଧାୟକ ଜିଉଦୟ ଗିରି ବିଧାୟକ ,ଜିଲ୍ଲା କଂଗ୍ରେସ ଦଳର ସଭାପତି,ଚନ୍ଦ୍ରଶେଖର ପରିଡା,ଡି ଏସ ପି ଗୋବିନ୍ଦ ଚନ୍ଦ୍ର ବୁଗୁଡ଼ା, ରାଜକିଶୋର ସ୍ୱାଇଁ,ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ, ଜିଲ୍ଲା କାର୍ଯ୍ୟକାରି ସଭାପତିଙ୍କ , ରାଜ୍ୟ ଉପ ସଭାପତି ବିନାୟକ ମିଶ୍ର, ଦୁଃଶାସନ ନାୟକ,ସୌରଭ ପଟନାୟକ, ବରିଷ୍ଠ ସଭ୍ୟ ପ୍ରଭାକର ସିରୋମଣି ପ୍ରମୁଖ ଭାଷଣ ଦେଇଥିଲେ। ରାଜ୍ୟର ୨୭ଟି ଜିଲ୍ଲାରୁ ୨୪୦ଜଣ ଗଣ ମାଧ୍ୟାମ ପ୍ରତିନିଧି ଯୋଗଦେଇ କରିଥିଲେ l ଜିଲ୍ଲା ଉପ ସଭାପତି ସନ୍ତୋଷ ଦିଗାଲ, ସଂଗଠନ ସ୍ରମ୍ପାଦକ ଜୟଶେନ ପରିଡା,ରାଜ୍ୟ କୋଷାଧକ୍ଷ ସୁବାସ ସ୍ୱାଇଁ,ପ୍ରମୁଖ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା /
କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଅସରଙ୍ଗ’ ସମୟ ‘ ପ୍ରତିନିଧି ସମ୍ମାନିତ












Leave a Reply