ଭୁବନେଶ୍ବର (ଏ.ପି ନିୟୁଜ) ଆଜିର ଯୁବ ପିଢୀ ୧୯୮୫ ମସିହାରେ ୫୦ ଟଙ୍କା ମୂଲ୍ୟ ଏବଂ୧୯୯୦ ମସିହାରେ ଶହେ ଟଙ୍କାର ମୂଲ୍ୟରେ କଣ ସବୁ ଜିନିଷ କିଣାଯାଉଥିଲା ତାହା ଜାଣିଲେ ଆଜିର ଯୁବ ପିଢି ଆଶ୍ଚର୍ଯ୍ୟ ହୋଇଯିବେ। ଦିଲ୍ଲୀରୁ ପ୍ରକାଶିତ ପାଉଥିବା ହୁଇଟି ହିନ୍ଦି ଖବରକାଗଜ ପୃଷ୍ଠାରୁ ସେହି ସମୟର ଜିନିଷ ପତ୍ରର ମୂଲ୍ୟ କଣ ଥିଲା ତୁଳନାତ୍ମକ ଚିତ୍ର ଆଜି ପର୍ଯ୍ୟନ୍ତ ନିଉଜ ର ଏଡ଼ିଟୋରିଆଲ ଟିମ ସଂଗ୍ରହକରି ବର୍ତ୍ତମାନର ଯୁବପିଢି ଏବଂ ତତକାଳୀନ ବ୍ୟକ୍ତିମାନଙ୍କୁ ମନେପକାଇଦେବା ପାଇଁ ଖବର ଟିକୁ ପ୍ରକାଶ କରାଯାଇଛି। ୧୯୮୫ ମସିହାରେ ୫୦ ଟଙ୍କାର ମୂଲ୍ୟ ଆଜିକା ୧୫ଶହରୁ ୨ହଜାର ଟଙ୍କା ସହିତ ସମାନ ।ସେହିଭଳି ୧୯୯୦ ମସିହାରେ ଶହେ ଟଙ୍କାର ମୂଲ୍ୟ ଆଜିକା ବଜାରରେ ୩ହଜାରରୁ ୩୫ଶହ ଟଙ୍କା ରହିଛି। ତୁଳନାତ୍ମକ ଚିତ୍ର ଉକ୍ତ ଖବର କାଗଜରୁ ସଂଗ୍ରହ କରାଯାଇଛି। 
୧୯୮୫ ମସିହାରେ ୫୦ ଟଙ୍କାର ମୂଲ୍ୟ ଓ ୧୯୯୦ ମସିହାରେ ଶହେଟଙ୍କାର ମୂଲ୍ୟ ତୁଳନାତ୍ମକ ଚିତ୍ର ପୁରୁଣା ଖବର କାଗଜ ପୃଷ୍ଠାରୁ …














Leave a Reply