ନିମାପଡ଼ା,୨୭/୯(ଏ.ପି ନିୟୁଜ)) ନିମାପଡ଼ା ଅଞ୍ଚଳର ଜଣେ ଜନସେବକ , ସେଛାସେବୀ ଓ ଶିକ୍ଷାବିତ ରାଜକିଶୋର ସାବୁତଙ୍କ ଷଷ୍ଠ ଶ୍ରାଦ୍ଧ ବାର୍ଷିକ ଆଜି ତଳଅଣ୍ଢିଆ ନିକଟରେ ଥିବା ଏବଂ ତାଙ୍କ ଦ୍ବାରା ପ୍ରତିଷ୍ଠା କରାଯାଇଥିବା , ପିଙ୍ଗଳାକ୍ଷୀ ଶିକ୍ଷାନୁଷ୍ଠାନ ପରିସରରେ ପାଳିତ ହୋଇଯାଇଛି ପିଙ୍ଗଜଳାକ୍ଷୀ ବିଇଡ଼ି କଲେଜ ଏବଂ ଏକଲବ୍ୟ ଶିକ୍ଷାନୁଷ୍ଠାନ ପରିସରରେ ପାଳିତ ହୋଇଯାଇଛି। ଏହି ଅବସରରେ ଡ଼ାକ୍ତ ଖାନାରେ ରୋଗୀମାନଙ୍କୁ ବିଇଡ଼ି କଲେଜ ଛାତ୍ର ସଂଗଠନ ପକ୍ଷରୁରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲ।ଏହି ଶ୍ରାଦ୍ଧସଭାରେ ପ୍ରଧ୍ୟାପକ ଡ଼ ରବିନାରାୟଣ ସାହୁ, , ଡ଼. ପ୍ରଭାତ କୁମାର ମିଶ୍ର , ସୈାଦାମିନ ଦାଶ, ପବିତ୍ର ମୋହନ ମହାପାତ୍ର, ଶ୍ରୀନାଥ ଶତପଥୀ ପ୍ରମୁଖ ଯୋଗଦେଇ ସ୍ବର୍ଗତ ରାଜ କିଶୋର ସାବୁତଙ୍କୁ ଅଶ୍ରୁଳ ଶ୍ରଦ୍ଧାଞଳି ଜ୍ଞାପନ କରିଥିଲେ। ପିଙ୍ଗଳାକ୍ଷୀ ବିଇଡ଼ି କଲେଜର ଅଧ୍ୟକ୍ଷ ଗଗନ ବିହାରୀ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରଦ୍ଧାଞଳି ସଭାରେ ସ୍ବର୍ଗତ ରାଜ କିଶୋର ସାବୁତ ଜନ୍ମରୁ ଅନ୍ଧ ଥିଲେ। ନିମାପଡ଼ା ଶିକ୍ଷା କ୍ଷେତ୍ରରେ କିପରି ସାରାଜ୍ୟରେ ଏକ ନମ୍ବର ହେବ ତାହକୁ ଆଖିଆଗରେ ରଖି ନିମାପଡ଼ାରେ ବିଇଡ଼ି କଲେଜ ଏବଂ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଆଗକୁ ଯିବ ଏବଂ ଛୋଟ ଛୋଟ ପିଲାମାନଙ୍କର ଚରିତ୍ର ଗଠନ କରିବା ସହିତ ଉତ୍ତମଶିକ୍ଷା ଦେବାପାଇଁ ଏକଲବ୍ୟ ଶିକ୍ଷାନୁଷ୍ଠାନ ସ୍ବର୍ଗତ ରାଜକିୋାର ସାବୁତ ପ୍ରତିଷ୍ଠା କରିଛନ୍ତି ବୋଲି କହିଥିଲେ। ସଂସ୍ଥାର କୋଷାଧ୍ୟକ୍ଷ ପଦ୍ମଲୋଚନ ମହାନ୍ତି ଶ୍ରଦ୍ଧାଞଳୀ ସଭାରେ ଧନ୍ୟବାଦ ଦେଇଥିଲେ।














Leave a Reply