ପୁରୀ , ୨୨/୯ (ଏ.ପି ନିୟୁଜ) ଆସନ୍ତାକାଲି ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ପୁରୀ ଜିଲାପାଳ ତଥା ଡ଼ି.ଏମ ଜିଲାରେ ଥିବା ଶିଶୁ ବାଟିକା ଠାରୁ ଦ୍ବାଦଶ ଶ୍ରେଶୀ ପର୍ଯ୍ୟନ୍ତ ସମସ୍ତ ଶ୍ରେଣୀକୁ ୨୩ ତାରିଖ ପାଇଁ ବାତିଲ କରିଦେଇଛନ୍ତି। କିନ୍ତୁ ସ୍କୁଲର ଶିକ୍ଷକ କର୍ମଚାରୀମାନେ ସ୍କୁଲରେ ପଡ଼ିରହିଥିବା ପୁରୁଣା କାର୍ଯ୍ୟକୁ ଶେଷ କରିବାପାଇଁ ସ୍କୁଲରେ ଉପସ୍ଥିତ ରହିବେ ବୋଲି ଜିଲାପାଳଙ୍କ ନିର୍ଦ୍ଦେଶରେ ପୁରୀ ଜିଲା ଶିକ୍ଷା ଅଧିକାରୀ ନିର୍ଦ୍ଦେଶନାମା ଜାରି କରିଛନ୍ତି












Leave a Reply