ବସ ପଶିଗଲା ଧାନ ବିଲକୁ । ସମସ୍ତ ଯାତ୍ରୀ ସୂରକ୍ଷିତ

ବାମନାଳ, (ଶକ୍ତି ଜେନା )  ଆଜି ଅପରାହ୍ନରେ  ବଳଙ୍ଗାରୁ ନିମାପଡ଼ା ଫେରୁଥିବା  ରାଜ୍ୟ ସଡ଼କ ପରିବହନ ନିଗମର ଯାତ୍ରୀ ବାହି ବସ ନଂ ଓଡ଼ି ୧୩ ଭି ୮୨୨୨ ର ବସର ଚାଳକର ଅସବଧାନତା  ଅସବାଧନତାରୁ  ବାମନାଳ ବଜାର ନିକଟରେ ରାସ୍ତା କଡ଼କରେ ଥିବା ଧାନ ବିଲକୁ  ପଶିଯାଇଥିଲା। ଏହି ବସରେ ୧୦ରୁ ୧୨ ଜଣ ଯାତ୍ରୀ ବସିଥିଲେ। ପ୍ରତ୍ୟକ୍ଷ ଦଶିଙ୍କ କହିବା ଅନୁସାରେ ଚାଳକ ବହୁ ସମୟରେ ନିାାଶକ୍ତ ହୋଥ ଗାଡ଼ି ଚଳାଉଥିବାର ଅଭିଯୋଗ କରିଛନ୍ତି। ଆଜି ନିମାପଡ଼ା ଫେରୁଥିବା ବସରେ  ଅଳ୍ପ ସଂଖ୍ୟକ ଯାତ୍ରୀ ଥିଲେ । ସମସ୍ତ ଯାତ୍ରୀଙ୍କୁ  ସ୍ଥାନୀୟ ଲୋକମାନେ ସୂରକ୍ଷିତ ଭାବେ ଉଦ୍ଧାର କରିଛନ୍ତି   ।

Leave a Reply

Your email address will not be published. Required fields are marked *