ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

 

ନିମାପଡ଼ା, ୫/୯ (ଏ.ପି ନିୟୁଜ)) ନିମାପଡ଼ା ବ୍ଲକ ସାମାଜିକ ଓ ସଶକ୍ତିକରଣ ବିଭାଗ ପକ୍ଷରୁ ଆଜି ନିମାପଡ଼ା ଉଚ୍ଚ ବିଦ୍ୟାଳୟ  (ପରୁଣା) ପରିସରରେ  ଭୀମଭୋଇ ଭିନ୍ନକ୍ଷମ  ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୧୮୭ ଜଣ ଭିନ୍ନକ୍ଷମ ବ୍ୟକ୍ତିମାନେ ଯୋଗଦେଇ ସେମାନନେ ବିଷେଶଜ୍ଞ ଡ଼ାକ୍ତର ମାନେ  ପରୀକ୍ଷା ନିରୀକ୍ଷା  ପ୍ରମାଣ ପତ୍ର ଦେଇଥିଲେ। ପଚାଂୟତ ସମିତି ଅଧ୍ୟକ୍ଷ ଶଙ୍କର ଭୋଇ,  ଉପାଧ୍ୟକ୍ଷ  ଅନୁସୟା ମହାନ୍ତି, , ସାସଂଦଙ୍କ ପ୍ରତିନିଧି  ନିମାପଡାବ୍ଲକ ପୂର୍ଣଚନ୍ଦ୍ର ଓଝା, ପିଙ୍ଗଳlକ୍ଷୀ ପୂବ୍ଲିକ ୱେଲ ଫେୟାର ଅର୍ଗାନାଈଜେସନର  ସଂପାଦକ  ଗଗନ ବିହାରୀ ଦାସ,  ପିପି ଡ଼ବ୍ଲୁଓର କୋଷ‌ାଧ୍ୟକ୍ଷ ପଦ୍ମଲୋଚନ ମହାନ୍ତି,  ମଣ୍ଡଳ ସାମାଜିକ ସୁରକ୍ଷା ଅଧିକାରୀ  ଜୟକୃଷ୍ଣl ସ୍ୱାଇଁ ,ସଂଯୋଜକ, ରାଜ୍ୟ ଭିନ୍ନକ୍ଷ୍ୟମ ସଶକ୍ତି କରଣ ବିଭାଗ ,ସଂଯୋଚକ  ମୋନାଲିସା ମିଶ୍ର,ସଶକ୍ତିକରଣ ପ୍ରତିଷ୍ଠାନର ଡାକ୍ତର ସୁଶୀଲ ନାୟକ, ଅସ୍ତିଶଲ୍ୟ ବିଷେଶଜ୍ଞ  ଡାକ୍ତର ଅଂଶୁ ମାଳିନୀ ପଣ୍ଡା, ସ୍ନାୟୁରୋଗ ବିଶେଷଜ୍ଞ  ଡାକ୍ତର ଆଶିଷ ବେହେରା ନାସା ଗଲା କର୍ଣ୍ଣ ବିଶେଷଜ୍ଞ, ଡାକ୍ତର ଶୁଭ୍ର କାଳୀ ପରାମଗୁର, ଚକ୍ଷୁ ବିଶେଷଜ୍ଞ .ବର୍ଷl  ମିଶ୍ର, ସଂଯୋଜକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ପୁରୀର ଯୋଗଦେଇ ପରୀକ୍ଷା କରିବାସହ  ପ୍ରମାଣ ପତ୍ର ଦେଇଥିଲେ। ଏହି ଶିବିରରେଅସ୍ତିଶଲ୍ୟ – ୮୩ମାନସିକ ଅନାଗ୍ରସର – ୨୮ଚକ୍ଷୁ ବିଭାଗ – ୧୨ ଶ୍ବବଣ ବାଧିତ – ୩୦ ସ୍ନାୟୁରୋଗ – ୩୦ ଶିଶୁ ରୋଗୀ – ୦୪ ମୋଟ – ୧୮୭ ଜଣ ବ୍ୟକ୍ତି ଯୋଗଦେଇଥିଲେ। ପିଙ୍ଗଳାକ୍ଷୀ ୱେଲ ଫାୟାର ଅର୍ଗାନାଇଜେସନ ପକ୍ଷରୁ ଭୀମଭୋଇ ଭିନ୍ନକ୍ଷମ ଶିବିରକୁ ପରିଚାଳନା କରାଯାଇଥିଲା।

Leave a Reply

Your email address will not be published. Required fields are marked *